ବଲାଙ୍ଗୀର: ଭଇଁସା ଗ୍ରାମରେ ୧୦ ବର୍ଷୀୟା ଝିଅ ଭୂମିସୁତା ବର୍ଗେଙ୍କ ହତ୍ୟା ଘଟଣା, ଏସପିଙ୍କ ଦ୍ୱାରସ୍ଥ ହୋଇ ଅସନ୍ତୋଷ ବ୍ୟକ୍ତ କଲେ ପରିବାର ଲୋକେ
Balangir, Balangir | Jul 15, 2025
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଭଇଁସା ଗ୍ରାମର ୧୦ ବର୍ଷୀୟ ଭୂମିଶୁତା ବର୍ଗେଙ୍କ ହତ୍ୟା ଘଟଣାକୁ ନେଇ ଗାଁ ଓ ପରିବାର ମଧ୍ୟରେ...