ଜଗତସିଂହପୁର: ବିଧାୟକଙ୍କ ଜଗତସିଂହପୁର ବ୍ଲକର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା
Jagatsinghapur, Jagatsinghpur | Jul 31, 2025
ଜଗତସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ଅମରେନ୍ଦ୍ର ଦାସ । ଆଜି ଦିନ ୪ ଟା ସମୟରେ...