ଦୀର୍ଘ ଦିନରୁ ସଇଁତଲାରେ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟ ପାଇଁ ଦାବି ହୋଇ ଆସୁଥିଲା ତା ସହ ଏ ନେଇ ଅନେକ ଆନ୍ଦୋଳନ ମଧ୍ଯ ହୋଇଛି ତେବେ ସବୁ ଅପେକ୍ଷାର ଆଜି ଅନ୍ତ ଘଟିଛି। ଆଜି ସଇଁତଳାରେ କାର୍ଯ୍ୟକାରୀ ହୋଇଛି ସବ ରେଜିଷ୍ଟ୍ରି ଅଫିସ। ଜମିବାଡ଼ି ପଞ୍ଜିକରଣ ପାଇଁ ସଇଁତଲାରୁ ଲୋକେ ଟିଟିଲାଗଡ଼ ଯାଉଥିଲେ ତେବେ ଅନେକ ହଇରାଣ ହେବା ସହ ଲୋକେ ନାନାଦି ପ୍ରକାର ସମସ୍ୟାର ସାମ୍ନା କରୁଥିଲେ ତେବେ ଆଜି ଅନେକ ସ୍ବପ୍ନ ର ଅନ୍ତ ଘଟିଛି ତା ସହ ସ୍ବପ୍ନରେ ପୁର୍ଣ୍ଣ ଛେଦ ପଡ଼ିଛି। ଆଜି ରାଜ୍ୟ