ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ଡୁଡୁକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି 23ତାରିଖ ରବିବାର ସକାଳ 10ଟାରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଡୁଡୁକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଜନଶୁଣାଣୀ ରେ ଗୋଲାମୁଣ୍ଡା ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ ଲୋକେ ଆସି ବ୍ଲକ ଅଧକ୍ଷ ଙ୍କୁ ଜଣାଇଲା ପରେ ବ୍ଲକ ଅଧକ୍ଷ ତୁରନ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଫୋନ୍ କରି ବିଭିନ୍ନ ସମସ୍ୟା ର ସମାଧାନ କରିଥିଲେ