ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଦର ପଂଚାୟତ ସମିତି ଅନ୍ତର୍ଗତ ହରଡ଼ଖୋଲ ଗ୍ରାମ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ଭି ବି ରାମ ଜି ଯୋଜନା ର ସ୍ୱତନ୍ତ୍ର ଗ୍ରାମ ସଭା ବୈଠକ ସରପଞ୍ଚ ଶ୍ରୀଯୁକ୍ତ ମୋହନ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି,l ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶୀଲ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ,ନୋଡାଲ ଅଧିକାରୀ ରାଜେନ୍ଦ୍ର ମଣ୍ଡଳ ସଭାର ଉଦେଶ୍ୟ ଜ୍ଞାପନ ସହ ଯୋଜନା ବିଷୟରେ ଆଲୋଚନା କରିଥିଲେ l ଯୋଗାଣ ସହା