ଆବୁଧାବି ରେ ମୃତ୍ୟୁ ବରଣ କରିଥିବା ଖୋଜାପଲ୍ଲୀ ଗ୍ରାମର ଓଡ଼ିଆ ଦାଦନ ଶ୍ରମିକ ଧନେଶ୍ଵର ସେଠୀଙ୍କ ମରଶରୀର ଜନ୍ମ ମାଟିରେ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ଫାଟି ପଡ଼ିଛି ଗାଁ ଦାଣ୍ଡ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଧନେଶ୍ଵର ଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନ ରେ ଧନେଶ୍ଵର ଙ୍କ ଅନ୍ତିମ ଶବ ସଂସ୍କାର କରାଯାଇଛି ।