ଆଜି ସିନ୍ଦୁରପଙ୍କ ବାଇପାସ ଛକ ନିକଟରେ ଚାଷୀଙ୍କ ଆନ୍ଦୋଳନ ଚାଲୁଥିବା ସମୟରେ ଏକ ଧାନ ବୋଝେଇ ଟ୍ରକ ଆନ୍ଦୋଳନସ୍ଥଳ ଦେଇ ଯିବାର ଚେଷ୍ଟା କରୁଥିବା ସମୟରେ ଚାଷୀ ମାନେ ଗାଡିକୁ ଧରିଥିଲେ l ତେବେ ଧାନ ର ମାଲିକ ଲୁକି ଛପି ଧାନକୁ ବିକ୍ରି କରିବା ଉଦ୍ୟମ କରିବା ଅଭିଯୋଗ ଆଣିଛନ୍ତି ଚାଷୀ ମାନେ l ତେବେ ଧାନ ମାଲିକ କୁ ଚାଷୀମାନେ ଠେଲାପେଲା କରିବା ଶହ ଆନ୍ଦୋଳନ ସ୍ଥଳକୁ ନେଇ ଯାଇଥିଲେ l ଘଟଣାସ୍ଥଳକୁ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ l