ନବରଙ୍ଗପୁର ସାଂସଦ ଖେଲ ମହୋତ୍ସବ 2025 ଆଜି ନବରଙ୍ଗପୁର ଜିଲ୍ଲାରୁ ଉଦଘାଟିତ ହୋଇଛି। ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ର ଦହଣା ଗ୍ରାମ ର ମିନି ଷ୍ଟାଡିୟମ ରୁ ସାଂସଦ ଖେଲ ମହୋତ୍ସବ ର ଶୁଭ ଆରମ୍ଭ କରାଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ କୋଟପାଡ଼ ବିଧାୟକ ରୁପୁ ଭତରା, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଙ୍କ ସମେତ ଜିଲ୍ଲାର ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ.