ସୋନପୁର: ମହଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର କାଳୀନସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ମହଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର କାଳୀନସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ସୂଚନା ଅନୁସାରେ ଆଜି ଅପରାହ୍ନ 12 ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ମହଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗଣେଶ୍ୱର ସା ନିଜ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି l ଏହି ଅବସରରେ ତାଙ୍କୁ ସ୍କୁଲରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରଯାଇଛି l ସ୍କୁଲର ପ୍ରଧାନଶିକ୍ଷକ ମୋହନ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସି ଆର ସି ସି ପ୍ରେମାନନ୍ଦ ବିଶି,ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ,ସି ଆର ସି ସି ସଂଘ ର ସଭାପତି ଜୟନାରାୟଣ ପୂଝାରୀ,ପୂର୍ବତନ