ବରଗୁଡା ଠାରେ ହୋମ୍ୟାଓପାଥି ମେଡିକାଲ ସମସ୍ୟା କୁ ନେଇ ପ୍ରତିକ୍ରିୟା ରଖିଲେ ସାଥି ସଂଘଟନ ର ସଭାପତି ଚନ୍ଦ୍ର ଶେଖର ରଥ l କୁନ୍ଦୁରା ବ୍ଲକରେ ଜନ ସାଧାରଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ନିମନ୍ତେ କୁନ୍ଦୁରା ବ୍ଲକ ବରଗୁଡା ଠାରୁ ଏକମାତ୍ର ହୋମ୍ୟାଓପତି ମେଡିକାଲ ନିର୍ମାଣ କରାଯାଇଛି କିନ୍ତୁ ଏବେ ସେ ମେଡିକାଲ ଜରାଜୀର୍ଣ ଅବସ୍ଥାରେ, ଏହି ସମସ୍ୟା କୁ ନେଇ ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ ସାଥ ସଙ୍ଘଠନ ସଭାପତି l