ବରଗଡ: ଓଡ଼ିଶା ଅଭିଭାବକ ମହାସଂଘ ଜିଲ୍ଲା ସଭାପତି ତାଙ୍କ କାର୍ଯ୍ୟାଳୟରେ ବାଲେଶ୍ଵର ଏଫଏମ କଲେଜର ଘଟଣାକୁ ନେଇ ରଖିଲେ ପ୍ରତିକ୍ରିୟା
Bargarh, Bargarh (Baragarh) | Jul 14, 2025
ବାଲେଶ୍ୱର ଏଫ.ଏମ କଲେଜରେ ଘଟିଥିବା ଘଟଣାକୁ ନେଇ ଛାତ୍ରୀଙ୍କୁ ନ୍ୟାୟ ଦାବି ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଡିଶା ଅଭିଭାବକ ମହାସଂଘ ବରଗଡ଼...