ଅପରେସନ ନେତ୍ର ର ସଫଳତା ଦିନ କୁ ଦିନ ବଢ଼ିବାରେ ଲାଗିଛି ଏହା ଦ୍ଵାରା ଅସାମାଜିକ ବ୍ୟକ୍ତି ଓ ଅରାଜକ ତତ୍ତ୍ଵ ଉପରେ ଅଙ୍କୁଶ ଲଗାଇବା ରେ ପୋଲିସ୍ ପ୍ରଶାସନ ସଫଳ ହେଇଛି। ଆଜି ସଦର ପୋଲିସ ଚଢାଉ କରି ୧୫ ସଟ୍ଟା ଖେଳାଳିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭୮୭୫ ଟଙ୍କା, ୧୧ ଗୋଟି ମୋବାଇଲ ଫୋନ୍, ୨ କାଲକୁଲେଟର ଓ କିଛି ସଟ୍ଟା ପେପର ଜବତ କରିଛି।