ଦଶପଲ୍ଲା: ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସୀମାକୁ ସିଲ କରିବା ସହ CRPF ଯବାନଙ୍କ ଦ୍ୱାରା ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି
Dasapalla, Nayagarh | May 19, 2024
ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ସୀମାନକୁ ସିଲ କରାଯିବା ସହ ସିସି ଟିଭି ଦ୍ବାରା ମନିଟରିଂ କରାଯାଉଛି । ମାଓ ମୁକାବିଲା ପାଇଁ ମାଓ ଅଞ୍ଚଳରେ...