ଆନନ୍ଦପୁର: ବ୍ରାହ୍ମଣୀକଳା ହାଇସ୍କୁଲରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ମାମଲା, ଜିଲ୍ଲା ସ୍ତରୀୟ କମିଟି ପକ୍ଷରୁ ହେଲା ତଦନ୍ତ
Anandapur, Kendujhar | Jul 14, 2025
ବ୍ରାହ୍ମଣୀକଳା ଠାକୁରାଣୀ ବିଦ୍ୟାପୀଠରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗର ଆଜି ତଦନ୍ତ ହୋଇଛି।...