ଉଦଳା: ସୌମ୍ୟାଶ୍ରୀ ଆତ୍ମହୁତି ଦେବା ଘଟଣା; ଅମର ଆତ୍ମାର ସଦଗତି ନେଇ କଂଗ୍ରେସ ଦଳ ପକ୍ଷରୁ ଉଦଳାରେ କ୍ୟାଣ୍ଡେଲ ଶୋଭାଯାତ୍ରା
Udala, Mayurbhanj | Jul 16, 2025
ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଉଦଳା କଂଗ୍ରେସ ଦଳ ତରଫରୁ ଉଦଳା ବଜାରରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହୁତି ପରେ...