ମାରପିଟ୍ ଘଟଣାରେ ଜଡିତ ରହି ଦୀର୍ଘ ଦୁଇବର୍ଷ ହେଲାଣି ଫେରାର ଥିବା ଜଣେ ଅଭିଯୁକ୍ତକୁ ଶେଷରେ ଧରିବାରେ ସକ୍ଷମ ହୋଇଛି ପୁରୀଘାଟ ଥାନା ପୁଲିସ। ଅଭିଯୁକ୍ତଜଣକ ହେଲା ସ୍ଥାନୀୟ ନିମସାହିର ଗଙ୍ଗାଧର ଦାସଙ୍କ ପୁଅ ପିଣ୍ଟୁ ଦାସ। ତାକୁ କୋର୍ଟଚାଲାଣ କରାଯାଇଛି ଥିବା ଶୁକ୍ରବାର ରାତି ୯ଟା ରେ ପୁରୀଘାଟ ପୋଲିସ ସୂଚନା ଦେଇଛି।