ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକ ନିକଟ ମମତା ମେଡିକାଲ ଷ୍ଟୋରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋର ମାନେ ମେଡିକାଲ ଷ୍ଟୋରର ପଛ ପଟେ ଥିବା ଝରକା ଭାଙ୍ଗି ଭିତରକୁ ପଶି ଷ୍ଟୋରରେ ଥିବା ଡ୍ରୟରରେ ଥିବା ସବୁ ଟଙ୍କା ଚୋରି କରି ନେଇ ଯାଇଛନ୍ତି ଚୋର । ଏନେଇ ଦୋକାନ ମାଳିକ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ।