ବାଙ୍କୀ: ବରପୁଟ ପଂଚାୟତ ରେ ବିଜେପି ପକ୍ଷରୁ କ୍ୟାମ୍ପେନ
Banki, Cuttack | Feb 14, 2024 ସାଧାରଣ ନିର୍ବାଚନ କୁ ନେଇ ବାଙ୍କି ବିଜେପି ପକ୍ଷରୁ ପୁର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି ।ବରପୁଟ ପଂଚାୟତ ରେ ବୁଧବାର ବିଜେପି ପକ୍ଷରୁ ଦଳୀୟ ନେତା ତୁଷାର କାନ୍ତ ଚକ୍ରବର୍ତ୍ତୀ ଙ୍କ ନେତୃତ୍ୱରେ କ୍ୟାମ୍ପେନ ଆରମ୍ଭ ହୋଇଛି।ଘରକୁ ଘର ବୁଲି ବିଜେପି ସମର୍ଥନ ଗୋଟାଇବାରେ ଲାଗିଥିବା ଦେଖା ଯାଇଛି