କବିସୂର୍ଯ୍ୟନଗର: ବେଗୁନିଆପଡ଼ା ବ୍ଲକର ସାଂସଦ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଦେଲେ ମହିଳା ସଂଘ ଓ ଯୁବ ଗୋଷ୍ଠୀ
Kabisuryanagar, Ganjam | Jul 20, 2025
ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ବେଗୁନିଆପଡା ବ୍ଲକ ପାଇଁ ଆଲୋକ କୁମାର ଶତପଥିଙ୍କୁ ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି...