ସୋନପୁର: ଖରଝୁରା ଠାରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖରଜୁରା ଗ୍ରାମ ପଂଚାୟତ ଠାରେ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥି ନିମନ୍ତେ ଖରଜୁରା ଗ୍ରାମ ପଂଚାୟତ ଠାରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ, l 60 ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଯଥା ବିକଳାଙ୍ଗଙ୍କ ପାଇଁ ହ୍ୟୁଲ ଚେୟାର,ଅଣ୍ଟାବେଲ୍ଟ, ବାଡ଼ି, ନିଜବ୍ରେଜ, କାନଯନ୍ତ୍ର ଇତ୍ୟାଦି ବ