ଶୁକ୍ରବାର ରାତ୍ରି ୧୦ଟା ସମୟରେ କୋରାପୁଟ ଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ଜିଲ୍ଲା ପରିଷଦ ଅଧ୍ଯକ୍ଷା ସସ୍ମିତା ମେଲକା। ବନ୍ଧୁଗାଁ ଦେଇ ବିଶାଖାପାଟଣା କୁ ଏକ ବସ ସେବା ଯୋଗାଇବା ନିମନ୍ତେ ଏକ ଦାବିପତ୍ର ମଧ୍ଯ ଦେଇଛନ୍ତି ଜିଲ୍ଲା ପରିଷଦ ଅଧ୍ଯକ୍ଷା। ଯାହାଦ୍ବାରା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବାସୀନ୍ଦା ବହୁ ଉପକୂତ ହୋଇପାରିବେ।