ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ର ଗଡ଼ର ଅଂଚଳ ରୁ ରୁପା ବ୍ୟବସାଇ ଙ୍କ ଠାରୁ ରୂପ ପେଡି ଚୁରି କରି ନଇଥିଲେ ଦୁଇ ଦୁର୍ବୃତ୍ତ ରାସ୍ତା ରୁ ପରେ ଥାନା ରେ ଅଭିଯୋଗ ହେଇଥିଲା ଆର ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ ଅଳ୍ପ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲା ରୁ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ମଙ୍ଗଳବାର ଦିନ ତାଙ୍କ ଠାରୁ ରୁପା ଓ ଗୋଟିଏ ବାଇକ ଜବତ କରିଥିବା ଥାନା ଅଧିକାରୀ ସନ୍ଧ୍ୟା 7ଟା ରେ ସୂଚନା ଦେଇଛନ୍ତି