ଆଠମଲ୍ଲିକ: ବିଦୂତ ବିଲ ବାକି, ୬ ଦିନ ହେବ ଜଳ ଯୋଗାଣ ବନ୍ଦ, ଜିଲ୍ଲା ପାଳ ଙ୍କ ଠାରେ ଅଭିଯୋଗ କଲେ ଅଞ୍ଚଳ ବାସି
ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ
ନୁଁନୁକାପଶି ପଞ୍ଚାୟତ ର ମା ମଙ୍ଗଳା ସାହି ରେ ନିର୍ମାଣ ହୋଇ ଥିବା ଜଳ ଯୋଗାଣ ପ୍ରକଳ୍ପ ର 40 ହଜାର ଟଙ୍କା ବିଲ ବାକି ରହିଛି l ବିଦୂତ ବିଲ ପଇଠ ହେଉ ନଥିବା ଯୋଗୁଁ ପ୍ରକଳ୍ପ କୁ ସଂଯୋଗୀ କରଣ କରୁଥିବା ବିଦୂତ କୁ ବଇଣ୍ଡା ବିଦୂତ ବିଭାଗ ବିଛିନ୍ନ କରି ଦେଇଛି l ଫଳରେ 6 ଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି l ଫଳରେ ମା ମଙ୍ଗଳା ସାହି ବାସି ଗୁରୁବାର ଦିନ ଅପରାହ୍ନ 2 ଟା ରେ ଅନୁଗୋଳ ଜିଲ୍ଲାପାଳ ଙ୍କ ଠାରେ ଏକ ଅଭିଯୋଗ ପତ୍ର ମାଧ୍ୟମ ରେ ଅଭିଯୋ