ଆଜି ଦିନ ୧୧ଟା ସମୟରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ରହିଥିବା ପୁରାତନ ମନ୍ଦିର ତଥା ଲକ୍ଷ୍ମୀପୁର ସ୍ଥିତ କୁଟୁଣିପଦର ସହସ୍ର ଶିବଲିଙ୍ଗ, ବନ୍ଧୁଗାଁ ବ୍ଲକ ନୀଲାବାଡ଼ି ସ୍ଥିତ ଅଗ୍ନି ଗାଙ୍ଗାମ୍ମା ମନ୍ଦିର ଓ ନାରାୟପାଟଣା ସ୍ଥିତ ସର୍ବପୁରାତନ ଜଗନ୍ନାଥ ମନ୍ଦିର ପାଇଁ ବଜେଟରେ ସ୍ୱତନ୍ତ୍ର ପ୍ୟାକେଜ ଅର୍ଥ ମଞ୍ଜୁର କରି ପାରିପାର୍ଷିକ ବିକାଶ କରିବା ପାଇଁ ବିଧାନସଭାରେ ମନ୍ତ୍ରୀ ଙ୍କୁ ପ୍ରସ୍ତାବ ଦେଇଥିଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା।