ଜଡ଼ାପୁଟ ଗ୍ରାମ ରେ ପାନୀୟ ଜଳ ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା ମାନେ ବୋରିଗୁମ୍ମା ବ୍ଲକ ଅନ୍ତର ଗତ ଉପାନ୍ତ ଅଞ୍ଚଳ ବିଜାପୁର ପଞ୍ଚାୟତ ଜଡ଼ାପୁଟ ଗ୍ରାମ ବିଘ୍ନ ନାୟକ ସାହିରେ ବହୁଦିନ ଧରି ନଳକୂପ ଖରାପ ହୋଇ ପଡିଛି ମରାମତି ନିମନ୍ତେ ଗୁହାରି କୋରିଆସୁଛନ୍ତି. ଯେଇ ଙ୍କ ଠୁ ଆରମ୍ବ କରି ବିଡ଼ିଓ ମହଦୟଙ୍କୁ ଅଭିଯୋଗ କରିଥିବା ମହିଳା ମାନେ ପ୍ରତିକ୍ରିୟା ରଖିଛନ୍ତି l ପାଣି ପାଈଁ ଅନ୍ୟ ଏକ ସାହି କୁ ଯିବାକୁ ପଡୁଛି l ଠିକ ସମୟରେ ପାଣି ନ ମିଳୁନ ଥିବାରୁ ଘରେ ରଷେଇ ବିଳମ୍ବ ହୋଇଥାଏ ଯାହାଫଳରେ ପିଲାମାନେ ସ୍କୁଲ ଯିବାରେ ବିଳମ୍ବ ହୋଇଥାଏ