ରବିବାର ସକାଳ ୧୦.୩୦ ମିନିଟ ସମୟରେ L&T କମ୍ପାନୀ ତରଫରୁ ଗଡ଼ଗଡ଼ୀ ସେତୁଠାରୁ ଭୂଇଁପୁର ଛକ ପର୍ଯ୍ୟନ୍ତ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନରେ ୩୦ ଜଣ ଅଂଶ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା। ମୁଖ୍ୟ ଅତିଥି ଭାବେ ଆଳି ଥାନାର ସେକେଣ୍ଡ ଅଫିସର ଗୁରୁ ଚରଣ ମଲ୍ଲିକ ଉପସ୍ଥିତ ଥିଲେ।