ମାଲକାନଗିରି: ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର ତେଲେରାଇରୁ ମୋଟୁ ରାସ୍ତା ମଧ୍ୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ଥିବା ଦେଖିବାକୁ ମିଳିଛି
Malkangiri, Malkangiri | Jul 14, 2025
ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର ତେଲେରାଇରୁ ମୋଟୁ ରାସ୍ତାରେ ମଧ୍ୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ଥିବା ଦେଖିବାକୁ ମିଳିଛି...