ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଓ ନିରକ୍ଷକ କାଯ୍ୟାଳୟ ତରଫରୁ ମିଳିତ ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ କୁମ୍ବାରପୁଟ କୁନୁ ହରିଜନ ଓ ମୁଳାସର ଗ୍ରାମର ଧୋବି ହରିଜନ । ଦେଶି ମଦ ଚାଲାଣ ସୁଚନା ପାଇ ସାନ କାଉଡି ଓ କୁମ୍ବାରପୁଟ ରେ ଚଢାଉ କରିଛି । ଚଢାଉ କରି ବାଇକ ସହ ୨୨ ଲିଟର ଦେଶି ମଦ ଜବତ କରିଛି । ଦୁଇ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇ ଥିବା ଜୟପୁର ଅବକାରି ବିଭାଗ ତରଫରୁ ସୁଚନା ଦିଆଯାଇଛି ।