ଭଞ୍ଜନଗର: ଭଂଜନଗର ବ୍ଲକର ନୂତନ ବିଡିଓଙ୍କୁ ଭେଟି ସ୍ଵାଗତଃ ସମ୍ଵର୍ଦ୍ଧନା ଜଣାଇଲେ ବିପଦର ବନ୍ଧୁ ସାମାଜିକ ସଂଙ୍ଗଠନର ସଦସ୍ୟ ମାନେ ।
Bhanjanagar, Ganjam | Jul 12, 2025
ଖବରରୁ ଜଣାଯାଏ ଗଂଜାମ ଜିଲ୍ଲା ଭଂଜନଗର ଅଂଚଳର ଅଗ୍ରଣି ସାମାଜିକ ସଙ୍ଗଠନ ବିପଦର ବନ୍ଧୁ ର ସଦସ୍ୟ ମାନେ ଭଂଜନଗର ବ୍ଲକର ନୂତନ ବିଡିଓଙ୍କୁ ଭେଟି...