ଧର୍ମଗଡ: ଚାଷ କାର୍ଯ୍ୟ ପାଇଁ କେନାଲ ପାଣି ନିମନ୍ତେ ଧର୍ମଗଡ ଉପ-ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ କେରମୁଣ୍ଡା ଗ୍ରାମବାସୀ
ଚାଷ କାର୍ଯ୍ୟ ନିମନ୍ତେ କେନାଲ ଜରିଆରେ ପାଣି ଯୋଗାଣ ନିମନ୍ତେ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ଗ୍ରା.ପ କେରମୁଣ୍ଡା ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି।ସମସ୍ୟା ର ତୁରନ୍ତ ସମାଧାନ ନେହେଲ ଆଗାମୀ ଦିନରେ ଆନ୍ଦୋଳନ ର ପନ୍ଥା ଆପଣେଇବା ପାଇଁ ଚେତାବନୀ ଦେଇଥିଲେ ।