ବାଙ୍କୀ: ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ଵ ଅନୁଷ୍ଠିତ
Banki, Cuttack | Feb 19, 2024 ବାଙ୍କୀ ବିଜେପି କାର୍ଯ୍ୟାଳୟରେ ରବିବାର ସନ୍ଧ୍ୟା ସମୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ରାମଚନ୍ଦ୍ରପୁର ଅଞ୍ଚଳ ର ଅନେକ ବ୍ୟକ୍ତି ବିଜେପିରେ ସାମିଲ ହୋଇଥିଲେ।ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ସେମାନଙ୍କୁ ଦଳୀୟ ପତାକା ଦେଇ ଦଳକୁ ସ୍ୱାଗତ କରିଥିଲେ ।