ସହରାଂଚଳ ବିକାଶ ପାଇଁ ବାଙ୍କୀ ଏନଏସି ତରଫରୁ ମହାରଣା ମଣ୍ଡପ ଠାରେ ଆମ ଓଡ଼ିଶା ନବୀନ ଓଡିଶା ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ ।ଅଧକ୍ଷ୍ୟା ମାଣିକ ସାହୁଙ୍କ ସଞ୍ଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଉନସିଲର ସନାତନ ବେହେରାଙ୍କ ସହ ସରକାରୀ କର୍ମଚାରୀ ଯୋଗଦେଇ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା।