ଛତ୍ରପୁର: ଇନଷ୍ଟାଗ୍ରାମ ପ୍ରେମର କରୁଣ ପରିଣତି, ରାମଗଡ଼ ପଞ୍ଚାୟତର ପ୍ରୟାଗି ଗ୍ରାମରେ ପ୍ରେମିକର ଘରେ ଧାରଣା ଦେଲା ପ୍ରେମିକା
Chhatrapur, Ganjam | Jul 24, 2025
ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇ ପ୍ରେମିକ ଘରେ ଶେଷ ହେଲା ପ୍ରେମ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ରାମଗଡ଼ ପଞ୍ଚାୟତର...