ବାଲେଶ୍ଵର ଗଳାପୋଲ ଠାରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ତହସିଲଦାର, ପୋଲିସ୍ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତି ରେ ୪୫ରୁ ଉର୍ଦ୍ଧ୍ବ ଘର ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଛି।ଏହି ପ୍ରକ୍ରିୟା ମଙ୍ଗଳବାର ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଜାରି ରହିଥିବା ଦେଖିବାକୁ ମିଳିଥିଲା।