ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ପେଣ୍ଠା ଗାଁର ଦୁଇ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ସରକାରୀ ଅର୍ଥ ସହାୟତା ପ୍ରଦାନ କରାଯାଇଛି । ଏହି ସହାୟତା ପ୍ରଦାନ ଅ।ଜି ଦିନ 11 ଘଣ୍ଟ ସମୟରେ କରାଯାଇଥିବା ବେଳେ କଇଠଖଣ୍ଡି ଗ୍ରାମ ପଂଚାୟତର ସରପଂଚ ମନୋରଂଜନ ଗୌଡ ସରକାରୀ ଅର୍ଥ ପ୍ରଦାନ କରିଥିଲେ । ପେଣ୍ଠା ଗ୍ରାମର ମୃତ ଭାସ୍କର ଏବଂ କାଞ୍ଚନ ଗୌଡ଼ଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।