Public App Logo
ମୋରଡା: ବାଘାଝରଣ ଇଲାକାରେ ଥିବା ୬ରୁ ୭ଟି ବଣୁଆ ହାତୀ ଘୋଳମୁହାଁ ଠାରେ ନଦୀ ଓ ରାସ୍ତା ଅତିକ୍ରମ କରି ଭାଲୁକଚୁଆ ଜଙ୍ଗଲମୁହାଁ ଅଗ୍ରସର ହେଉଛନ୍ତି - Muruda News