ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାମ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ
ବିଜେପି ପକ୍ଷରୁ ନବ ନିର୍ବାଚିତ ରାଜ୍ୟ ସଭାପତିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି। ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ନାମ ଘୋଷଣା କରିଛନ୍ତି। ମନମୋହନ ସାମଲ ଜଣେ ମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ପୁଣି ଥରେ ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି ହୋଇଛନ୍ତି ବୋଲି ଜୟସ୍ବାଲ କହିଛନ୍ତି।ରାଷ୍ଟ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ। ସେ ଚତୁର୍ଥ ଥର ରାଜ୍ୟ ବିଜେପିର ସଭାପତି ହୋଇଛନ୍ତି।ଦଳ ପୁଣି ଥରେ ମନମୋହନ ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।