ବିଜେଡ଼ି ଦଳ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଳକ ଓ ମୁନିସିପାଲଟି ର ସଭାପତି ଙ୍କର ନାମ ଘୋଷଣା ହୋଇଛି। ଏହି ଅବସରରେ ରାଜଗାଙ୍ଗପୁର ଟାଉନ ତଥା ମୁନସିପାଲଟି ସଭାପତି ଭାବେ ଶ୍ରୀମତୀ ଶୁଶ୍ରୀତା ପାଇକରାୟ ମନୋନୀତ ହୋଇଛନ୍ତି। ଆଜି ତାଙ୍କୁ ବିଭିନ୍ନ ମହଲରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।