ସ୍ୱାସ୍ଥ୍ୟ ସେବାର ଗୁଣ ସୁଦ୍ଧିକରଣ ଏବଂ ପରିସ୍ଥିତିକୁ ଅଧିକ ମାନକୀୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଚାଲୁ କରିଥିବା ‘କାୟାକଳ୍ପ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଆଜି ନନ୍ଦପୁର ବ୍ଲକର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷ ଅନୁଧ୍ୟାନ କାର୍ଯ୍ୟକ୍ରମ କରାଯାଇଛି। ଅଧିକ୍ଷକ ଡ଼ା. ଭାଗବତ ମୁର୍ମୁ ଓ ବିପିଏମ ମଧୁଲିକା ପାଢ଼ୀ ଙ୍କ ନେତୃତ୍ୱରେ ଏକ ବିଶେଷ ଡାକ୍ତରୀ ଦଳ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନନ୍ଦପୁର, ତଥା ପାଡୁଆ