ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର -୨୧ ସ୍ଥିତ ଘର ନଂ B-182,ଘର ମାଲିକ ଦିଲ୍ଲୀପ ମହାନ୍ତି ଘରେ ସକାଳ ପ୍ରାୟ ୧୧ଟା ୧୫ମିନିଟରେ ନିଆଁଲାଗି ୨ଲକ୍ଷର ସମ୍ପତ୍ତିପୋଡି ଧ୍ବଂସ
Raurkela M, Sundargarh | Jul 17, 2025
ଜୁଲାଇ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୯ଟା ୩୦ ମିନିଟରେ ହସ୍ତଗତ ହୋଇଥିବା ଖବର ଅନୁଯାଇ,ସେକ୍ଟର -୨୧ ସ୍ଥିତ, ଘର ନମ୍ବର B-182 ରେ ସକାଳ ପ୍ରାୟ...