କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକ ର ବୃନ୍ଦାବାହାଲ ଅଞ୍ଚଳରେ ଆସନ୍ତାକାଲି ରବିବାର ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସୂଚନା ମିଳିଛି । ଆସନ୍ତାକାଲି ରବିବାର ସକାଳ ୮ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ। ୧୩୨ ଗ୍ରୀଡ଼ ରେ ବାର୍ଷିକ ମରାମତି କାର୍ଯ୍ୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ସୂଚନା ଦେଲେ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ।