ଅନୁଗୋଳ ଠାରେ ରାଜ୍ୟ ସ୍ତରୀୟ ସ୍କୋଏ ମାର୍ଶାଲ ଆର୍ଟ ଟୁର୍ଣ୍ଣାମେଣ୍ଟ ହେବା ନେଇ ଶୁକ୍ରବାର ମଧ୍ୟାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ଏଥିରେ ୩୦ଟି ଜିଲାରୁ ୪୫୦ଜଣ ପ୍ରତିଯୋଗୀ ଭାଗ ନେବେ ବୋଲି କୁହାଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଜିଲ୍ଲା ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ, ରାଜ୍ୟ ସାଧାରଣ ସମ୍ପାଦକ ଏସ କେ ସଲାଉଦ୍ଦିନ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଉପସ୍ଥିତ ଥିଲେ l