ବୀରମିତ୍ରପୁର: ନୂଆଗାଁ ବ୍ଲକର କୋକେରମା ଗ୍ରାମପଞ୍ଚାୟତରେ ଗ୍ରାମପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ।
Biramitrapur, Sundargarh | Aug 4, 2025
ନୂଆଗାଁ ବ୍ଲକର କୋକେରମା ଗ୍ରାମପଞ୍ଚାୟତରେ ଗ୍ରାମପଞ୍ଚାୟତସ୍ତରୀୟ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂଆଗାଁ ବିଡ଼ିଓ ଜ୍ୟୋତି...