ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି୯୦ ଗ୍ରାମ ଠୁ ଫାର୍ମ କଲୋନୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ଗୁରୁତର ଆହତ
Malkangiri, Malkangiri | Jul 11, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି୯୦ ଗ୍ରାମ ଠୁ ଫାର୍ମ କଲୋନୀ ମୁଖ୍ୟ ରାସ୍ତାରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ।...