ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ଏକଦଶାରେ ଓୟୁଜେ ପକ୍ଷରୁ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଓଟିଭି ସାମ୍ବାଦିକ ,ଓୟୁଜେ ରେଢ଼ାଖୋଲ ୟୁନିଟର ପୂର୍ବତନ ସଭାପତି ତଥା ପ୍ରେସ କ୍ଳବ୍ ସଭାପତି ରମାକାନ୍ତ ମହାନନ୍ଦ ଗତ ୮ ତାରିଖ ଦିନ ଏକ ବାଇକ୍ ଦୁର୍ଘଟଣାରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ବିୟୋଗରେ ରେଢ଼ାଖୋଲ ସହର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇ ଥିଲା। ସ୍ବର୍ଗତ ରମାକାନ୍ତ ମହାନନ୍ଦଙ୍କ ବିୟୋଗର ଏକା ଦଶାହରେ ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ରେଢ଼ାଖୋଲ ୟୁନିଟ ପକ୍ଷରୁ ସ୍ଥାନୀୟ କଲେଜ ଛକ ନିକଟ କଲ୍ୟା