ନର୍ଲା: କମର୍ଧା ପଂଚାୟତ ଅଞ୍ଚଳର ଜଣେ ମହିଳା ଙ୍କୁ ତାଙ୍କ ଦିଅର ମାଡ ମାରିବା ଘଟଣା ଥାନାରେ ଅଭିଯୋଗ
ଗତ କାଲି କମର୍ଧା ପଂଚାୟତ ଅଞ୍ଚଳର ଜଣେ ମହିଳା ଙ୍କୁ ତାଙ୍କ ସମ୍ପର୍କୀୟ ଦିଅର ଜମି ବାଡ଼ି କଥା କୁ ନେଇ ନିର୍ଦ୍ଧୁମ ମାଡ ମାରିଥିଲେ ଏହି ମାଡ଼ରେ ମହିଳା ଗୁରୁତର ଆହତ ହୋଇଥିଲେ ଏ ନେଇ ଆଜି ଶୁକ୍ରବାର ଦିନ ଅପରାହ୍ନ ଏକ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ମହିଳା