ତୁଷରା ଏନଏସିରେ ଆୟୋଜିତ ୫ମ ପ୍ରସିଦ୍ଧ ତୋଷାଳୀ ମହୋତ୍ସବରେ ଯୋଗଦେଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ। ଏହି ମହୋତ୍ସବ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ଅପୂର୍ବ ପ୍ରତିବିମ୍ବ ପ୍ରଦର୍ଶନ କରିଥିଲା। ଏପରି ସାଂସ୍କୃତିକ ଆୟୋଜନ ଆମ ମାଟିର ଗନ୍ଧ, ଆମ ପରମ୍ପରା ଓ ଆମ ଅସ୍ମିତାକୁ ଜୀବନ୍ତ ରଖିବା ସହ ଆଗାମୀ ପିଢ଼ିଙ୍କୁ ସଂସ୍କୃତି ପ୍ରତି ସଚେତନ ଓ ଗର୍ବିତ କରେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ବିଧାୟକ।ଏହି ସଫଳ ଆୟୋଜନ ପାଇଁ ତୋଷାଳୀ ମହୋତ୍ସବ କମିଟି, ତୁଷରା ଏନଏସି ଏବଂ ୱାଈକେଟର ସମସ୍ତ ସଦସ୍ୟ ଓ ସହଯୋଗୀଙ୍କୁ ହୃଦୟପୂର୍ଣ୍ଣ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇବା