ପୁରୀ ମ୍ୟୁନିସିପାଲଟି: ସମୁଦ୍ର ବେଳାଭୂମିରେ ଥିବା mFresh କୁ ଯାଇ ପଯ୍ୟଟକ ହନ୍ତସନ୍ତ, ବେଳା ଭୂମିରେ ଅସନ୍ତୋଷ ପ୍ରକାଶ କଲେ ପଯ୍ୟଟକ l
Puri M, Puri | Jul 28, 2025
ସମୁଦ୍ର ବେଳାଭୂମିରେ ଥିବା mFresh ରେ ପଯ୍ୟଟକ ଏବଂ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଛି l ଏଥି ଗାଧେଇଲେ 100 ଟଙ୍କା, ଝାଡା ଗଲେ 50 ଟଙ୍କା,...