ସୋନପୁର: ଧୂବାମୁଣ୍ଡା ସୁକାନ୍ତି ଏକାଡେମୀରେ ତମାଖୁ ମୁକ୍ତ ଯୁବା ଅଭିଯାନ 3.0 ଅନୁଷ୍ଠିତ
ସୂଚନା ଅନୁସାରେ ତମାଖୁ ମୁକ୍ତ ଯୁବା ଅଭିଯାନ 3.0 ::: ଆଜି ଅପରାହ୍ନ 3 ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଧୂବାମୁଣ୍ଡା,ସ୍ଥିତ ଶୁକାନ୍ତି ଏକାଡେମୀ, ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାଇକେନପାଲିର ଡାକ୍ତର ଚିତ୍ତ ରଞ୍ଜନ ତ୍ରିପାଠୀ, ଡାକ୍ତର ଲୋପାମୁଦ୍ରା ପ୍ରଧାନ ପ୍ରମୁଖ ତମାଖୁ ବ୍ୟବହାର ଦ୍ୱାରା ଶରୀର ଉପରେ ହେଉଥିବା ହାନୀ କାରକ ପ୍ରଭାବ ଉପରେ ବିସ୍ତୃତ ଭାବରେ ବୁଭାଇଥିଲେ l ଶିକ୍ଷା ଅନୁଷ୍ଠାନରେ ମଧ୍ୟ ଯେପରି, ତମାଖୁର ବ୍ୟବହାର ନହେବ, ତାଉପରେ ମଧ୍ୟ ଆଲୋକପାତ କରିଥିଲେ l