ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରେ ତିନି ଠାକୁର ଙ୍କ ମଙ୍ଗଳ ଆଳତି
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀ ମନ୍ଦିର ନିକଟ ରେ ଅଟକିଛି ତିନି ରଥ ବୁଧୁବାର 7.30ରେ ତିନି ଠାକୁର ଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେଇଥିଲା ପରେ ତିନି ଠାକୁର ଙ୍କୁ ବଡ଼ ଏକାଦସୀ ପୂଜା ଅର୍ଚନା ହେଇଥିଲା ପରେ ଭକ୍ତ ଙ୍କ ଦର୍ଶନ ଆରମ୍ଭ ହେଇଛି